ସୁନ୍ଦରଗଡ ଓ ଯାଜପୁର ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫ କୋଟି ଟଙ୍କା ଲେଖାଏଁ ମଂଜୁର

ସୁନ୍ଦରଗଡ ଓ ଯାଜପୁର ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫ କୋଟି ଟଙ୍କା ଲେଖାଏଁ ମଂଜୁର

#ରାଉରକେଲା_ଆଇଜିଏଚ୍_ରେ_ଖୋଲିବ_ପ୍ଲାଜମା_ବ୍ୟାଙ୍କ୍       ଭୁବନେଶ୍ୱର  : ରାଉରକେଲାର ଆଇଜିଏଚ୍ ରେ ଖୋଲିବ ପ୍ଲାଜମା ବ୍ୟାଙ୍କ୍ । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବୁଧବାର ଏହି ଘୋଷଣା କରିଛନ୍ତି । ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାରେ ଚିକିତ୍ସିତ ଗୁରୁତର ରୋଗୀ ମାନଙ୍କୁ ରାଉରକେଲାର ଆଇଜିଏଚ୍ ହସ୍ପିଟାଲରୁ ପ୍ଲାଜମା ଥେରାପି ଯୋଗାଇ ଦିଆଯିବ । ଏଥିସହିତ ରାଉରକେଲାର କୋଭିଡ କେୟାର ସେଂଟର ଗୁଡିକର ଶଯ୍ୟା ସଂଖ୍ୟା ୭୦୦ରୁ ୧୭୦୦କୁ ବୃଦ୍ଧି କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । […]

Continue Reading