ରମଜାନ ମାସରେ କର୍ଫ୍ୟୁ ଓ ସାମାଜିକ ଦୂରତ୍ୱ ଭଳି ନିୟମାବଳୀକୁ ପାଳନ କରିବା ପାଇଁ ନିର୍ଦ୍ଦେଶ

ରମଜାନ ମାସରେ କର୍ଫ୍ୟୁ ଓ ସାମାଜିକ ଦୂରତ୍ୱ ଭଳି ନିୟମାବଳୀକୁ ପାଳନ କରିବା ପାଇଁ ନିର୍ଦ୍ଦେଶ

#ରମଜାନ_ମାସରେ_କର୍ଫ୍ୟୁ_ଓ_ସାମାଜିକ_ଦୂରତ୍ୱ_ପାଳନ_ପାଇଁ_ନିର୍ଦ୍ଦେଶ               ନୂଆଦିଲ୍ଲୀ  :  କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ତଥା କେନ୍ଦ୍ରୀୟ ୱାକଫ ପରିଷଦର ଅଧ୍ୟକ୍ଷ  ମୁକ୍ତାର ଆବାସ ନକଭୀ ଆଜି ୩୦ଟି ରାଜ୍ୟର ୱାକଫ ବୋର୍ଡର ବରିଷ୍ଠ ଅଧିକାରୀମାନଙ୍କ ସହ ଭିଡିଓ ଭିଡ଼ିଓ କନଫରେନ୍ସ ଜରିଆରେ ମତବିନିମୟ କରିଛନ୍ତି । ଆସନ୍ତା ୨୪ ତାରିଖଠାରୁ ଆରମ୍ଭ ହେଉଥିବା ପବିତ୍ର ରମଜାନ ମାସରେ ଯେପରି ଲକଡାଉନ କାଳର କର୍ଫ୍ୟୁ ଓ ସାମାଜିକ ଦୂରତ୍ୱ ନିୟମ କଡାକଡି ଭାବେ ପାଳନ କରାଯାଏ ସେ ବିଷୟରେ ସେ ଗୁରୁତ୍ୱ ଆରୋପ […]

Continue Reading