ରଜ ପାଇଁ ଡ୍ରେସ କିଣିବା ଅବସରରେ ଘରକୁ କରୋନା ଆଣନ୍ତୁ ନାହିଁ

ରଜ ପାଇଁ ଡ୍ରେସ କିଣିବା ଅବସରରେ ଘରକୁ କରୋନା ଆଣନ୍ତୁ ନାହିଁ

#ରଜ_ପାଇଁ_ଡ୍ରେସ_କିଣିବା_ଅବସରରେ_ଘରକୁ_କରୋନା_ଆଣନ୍ତୁ_ନାହିଁ                ଭୁବନେଶ୍ୱର:  କରୋନା ବା କୋଭିଡ୍‌-୧୯ ମହାମାରୀର ସଂକ୍ରମଣକୁ ବ୍ୟାପକ କରିବା କ୍ଷେତ୍ରରେ ସବୁଠାରୁ ବିପଦଜନକ ହେଉଛି ଭିଡ଼ ବା ଜନ ବହୁଳତା। ବିଶ୍ୱ ଠାରୁ ଆରମ୍ଭ କରି ଦେଶ ପର୍ଯ୍ୟନ୍ତ ଉପଲବ୍ଧ ଥିବା ତଥ୍ୟକୁ ଅନୁଶୀଳନ କରିବା ପରେ ହିଁ ଏହି ସତ୍ୟ ସାମନାକୁ ଆସିଛି ବୋଲି କହିଛନ୍ତି ରାଜ୍ୟ କୋଭିଡ୍‌-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ। ଗୁରୁବାର ଅପରାହ୍ଣରେ ସ୍ଥାନୀୟ ଗୀତଗୋବିନ୍ଦ ସଦନ ଠାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ […]

Continue Reading