ଯୋଗାଣ ବିଭାଗର ଚଢାଉ କଳା ବଜାରୀ କଲେ ହେବ କାର୍ଯ୍ୟାନୁଷ୍ଠାନ

ଯୋଗାଣ ବିଭାଗର ଚଢାଉ କଳା ବଜାରୀ କଲେ ହେବ କାର୍ଯ୍ୟାନୁଷ୍ଠାନ

#ଯୋଗାଣ_ବିଭାଗର_ଚଢାଉ     ପିପିଲି : (ବିଜୟ କୁମାର ମହାପାତ୍ର)    ଆଳୁ ପିଆଜ କଳା ବଜାରୀ ଓ ବଜାର ଦର ଠାରୁ ଅଧିକ ମୁଲ୍ୟରେ ବିକ୍ରି କଲେ ବ୍ୟବସାୟୀଙ୍କ ବିରୁଦ୍ଧରେ  ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ବ୍ଲକ ଯୋଗାଣ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି । କରୋନା ମହାମରୀ ଦେଶ ରେ ଉଗ୍ରରୂପ ଧାରଣ କରିଥିବା ବେଳେ ଜୀବନ ପ୍ରତି ବିପଦ ରହିଥିବା ରୁ ଜନସାଧରଣ  ଜନ ଗହଳି ନକରିବା ସହ ଘରୁ କେହି ପଦାକୁ ଅଯଥା କାର୍ଯ୍ୟରେ […]

Continue Reading