ସ୍କୁଲ , କଲେଜ ଖୋଲିଲେ ଯେକୌଣସି ସମୟରେ ପରୀକ୍ଷା : ଉଚ୍ଚଶିକ୍ଷା ମନ୍ତ୍ରୀ

ସ୍କୁଲ , କଲେଜ ଖୋଲିଲେ ଯେକୌଣସି ସମୟରେ ପରୀକ୍ଷା : ଉଚ୍ଚଶିକ୍ଷା ମନ୍ତ୍ରୀ

#ଯେକୌଣସି_ସମୟରେ_ପରୀକ୍ଷା             ଭୁବନେଶ୍ୱର     :  ଜୁନ ୧୭ରେ ସ୍କୁଲ , କଲେଜ ଖୋଲିବା ପରେ ବାକି ରହିଯାଇଥିବା ପରୀକ୍ଷା ଗୁଡିକ ଅନୁଷ୍ଠିତ ହେବ । ଯେକୌଣସି ସମୟରେ ପରୀକ୍ଷା କରାଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଡ.ଅରୁଣ ସାହୁ ପ୍ରକାଶ କରିଛନ୍ତି । ଉଚ୍ଚଶିକ୍ଷା ବିଭାଗର ସମୀକ୍ଷା ପରେ ମନ୍ତ୍ରୀ ଏନେଇ ସୂଚନା ଦେଇଛନ୍ତି । ତେଣୁ ଛୁଟି ସମୟରେ ପଢାପଢି ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଛନ୍ତି । ପିଜି ଏକକ […]

Continue Reading