ନୁଆଶାସନ ଯୁବକମାନଙ୍କ ଦ୍ବାରା ମାସ୍କ ବଣ୍ଟନ

ନୁଆଶାସନ ଯୁବକମାନଙ୍କ ଦ୍ବାରା ମାସ୍କ ବଣ୍ଟନ

#ଯୁବକମାନଙ୍କ_ଦ୍ବାରା _ମାସ୍କ_ବଣ୍ଟନ         ପିପିଲି : ( ବିଜୟ କୁମାର ମହାପାତ୍ର )  କରୋନା ପାଇଁ ରାଜ୍ୟ ସରକାର ମୁହଁରେ ମାସ୍କ ପିନ୍ଧିବାକୁ ବାଧ୍ୟତା ମୁଳକ କରିଛନ୍ତି । ଏପରି କି ମାସ୍କ ନ ପିନ୍ଧି ବାହାରକୁ ବାହାରିଲେ ଦଣ୍ଡ ମିଳିବା ସହ ଜୋରିମନା ଦେବାକୁ ପଡିବ ବୋଲି ଜଣାପଡିଛି  । ଏପଟେ ବଜାରରେ ଦୋକାନ ବନ୍ଦ ହେତୁ ପ୍ରଯ୍ୟାପ୍ତ ପରିମାଣରେ ମାସ୍କ ମିଳୁ ନାହିଁ ଏବଂ ଲକଡାଉନ ପାଇଁ ସାଧାରଣ ଲୋକେ ବି ବାହାରକୁ ବି ବାହାରି […]

Continue Reading