ଯାଜପୁର ଥାନାଧିକାରୀ ଙ୍କ ବିକୃତ ମସ୍ତିଷ୍କ ମାନଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ

ଯାଜପୁର ଥାନାଧିକାରୀ ଙ୍କ ବିକୃତ ମସ୍ତିଷ୍କ ମାନଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ

 #ଯାଜପୁର_ଥାନାଧିକାରୀଙ୍କ_ମାନସିକ_ବିକୃତମାନଙ୍କୁ_ଶୁଖିଲା_ଖାଦ୍ୟ_ପ୍ରଦାନ     ଯାଜପୁର : ଯାଜପୁର ଥାନା ଅଧିକାରୀ ରାସ୍ତାରେ ବୁଲୁଥିବା ବିକୃତି ମସ୍ତିଷ୍କ ଲୋକ ଏବଂ ବିଭିନ୍ନ ସ୍ଥାନରେ ଥିବା ଗରିବ ଆଦିବାସୀମାନଙ୍କୁ  କଲେଜ ଛକ ଲଳିତେଶ୍ଵର ନଗର, ଓ ରାସ୍ତାରେ ବୁଲୁଥିବା ଭିକାରୀ ମସ୍ତିଷ୍କ ବିକୃତ ଲୋକମାନଙ୍କୁ ନିଜ ଅର୍ଥରୁ ଚୁଡା ଚିନି, ବିସ୍କୁଟ ଅମୁଲ ପ୍ରଭୃତି ବଣ୍ଟନ କରୁଛନ୍ତି ଯାଜପୁର ଥାନା ଅଧିକାରୀ ଆଶିଷ କୁମାର ସାହୁ ଯାଜପୁର ସହର ଏବଂ ଏହାର ଆଖପାଖ ଅଞ୍ଚଳ ରେ ଡ୍ୟୁଟି କରୁଥିବା ସମୟରେ ବିଭିନ୍ନ ଅସହାୟ […]

Continue Reading