ଯାଜପୁର ଟେଲିକ୍ୟାସ ବ୍ୟବସ୍ଥା ଆରମ୍ଭ

ଯାଜପୁର ଟେଲିକ୍ୟାସ ବ୍ୟବସ୍ଥା ଆରମ୍ଭ

#ଯାଜପୁର_ଟେଲିକ୍ୟାସ_ବ୍ୟବସ୍ଥା_ଆରମ୍ଭ          ଯାଜପୁର    :   ( ବିଶ୍ବଜିତ ରଣା )     ଯାଜପୁରରେ ବ୍ୟାଙ୍କ ମାନଙ୍କ ଦ୍ୱାରା ଟେଲିକ୍ୟାସ ବ୍ୟବସ୍ଥା ଆରମ୍ଭ ହୋଇଛି । ବ୍ୟାଙ୍କ ମାନଙ୍କରେ ଅସମ୍ଭବ ଭିଡ଼କୁ ରୋକିବା ପାଇଁ ଏହି ବ୍ୟବସ୍ଥା ବ୍ୟାଙ୍କ ମାନଙ୍କ ସହଯୋଗରେ ଆରମ୍ଭ ହୋଇଛି ଓ ଏହା ଦ୍ୱାରା ବ୍ୟାଙ୍କ ହିତାଧିକାୀମାନେ ସୁବିଧା ପାଇପାରିବେ ବୋଲି ଜିଲ୍ଲାପାଳ ରଂଜନ କୁମାର ଦାସ କହିଛନ୍ତି । ବ୍ୟାଙ୍କମାନଙ୍କୁ ହିତାଧିକାରୀ ଆସିବା ଦ୍ୱାରା ପ୍ରବଳ ଭିଡ଼ ହେବା ସହ ସାମାଜିକ ଦୂରତା […]

Continue Reading