ଯାଜପୁରେ ଅମ୍ପାନ ବାତ୍ୟା ବିଶେଷ ପ୍ରଭାବ ପକାଇପାରିନାହିଁ

ଯାଜପୁରେ ଅମ୍ପାନ ବାତ୍ୟା ବିଶେଷ ପ୍ରଭାବ ପକାଇପାରିନାହିଁ

#ଯାଜପୁରେ_ଅମ୍ପାନ_ବାତ୍ୟା_ବିଶେଷ_ପ୍ରଭାବ_ପକାଇପାରିନାହିଁ           ଯାଜପୁର : ( ବିଶ୍ବଜିତ ରଣା) ଅମ୍ପାନ ବାତ୍ୟାରେ ଜିଲ୍ଲାର ବିଶେଷ କ୍ଷୟକ୍ଷତି ହୋଇ ନାହିଁ ବୋଲି ଜିଲ୍ଲା ଜରୁରୀ ବିଭାଗ ପକ୍ଷରୁ ସୂଚନା ମିଳିଛି । ରାଜ୍ୟ ରିଲିଫ୍ କମିଶନରଙ୍କ ନିର୍ଦ୍ଦେଶ ଅନୁସାରେ ୧୯ ତାରିଖ ମଧ୍ୟରାତ୍ର ସୁଦ୍ଧା ଚାଳ ଛପର ଓ କଚ୍ଚାଘରେ ଥିବା ୭୧୪୦ ଲୋକଙ୍କୁ ନିକଟସ୍ଥ ୨୦ ଗୋଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ଓ ୧୫୧ ଗୋଟି ଅସ୍ଥାୟୀ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଥିଲା । ଜିଲ୍ଲାର ମୋଟ ୩୧୧ ଗୋଟି […]

Continue Reading