ଯାଜପୁରର ଟେଲିଫୁଡ୍ ସେବା ଯୋଗାଇ ଦିଆଯିବ : ଜିଲ୍ଲାପାଳ

ଯାଜପୁରର ଟେଲିଫୁଡ୍ ସେବା ଯୋଗାଇ ଦିଆଯିବ : ଜିଲ୍ଲାପାଳ

#ଯାଜପୁରର_ଟେଲିଫୁଡ୍_ସେବା_ଯୋଗାଇ_ଦିଆଯିବ : ଜିଲ୍ଲାପାଳ         ଯାଜପୁର  : ( ବିଶ୍ବଜିତ ରଣା ) କରୋନା ସଂକ୍ରମଣଙ୍କୁ ପ୍ରତିହତ ପାଇଁ ସମଗ୍ର ରାଜ୍ୟରେ ଲକଡାଉନ ସମୟସୀମା ଅପ୍ରେଲ ୩୦ ପର୍ଯ୍ୟନ୍ତ ସରକାର ବଢ଼ାଇ ଦେଇଛନ୍ତି । ତେଣୁ ପୂର୍ବବତ ଜିଲ୍ଲାରେ କରୋନା ସଂପର୍କିତ ନିୟମାବଳୀକୁ କଡ଼ାକଡି଼ ଭାବେ ପାଳନ କରାଯାଉଛି ବୋଲି ଜିଲ୍ଲାପାଳ ରଂଜନ କୁମାର ଦାସ ସୂଚନା ଦେଇଛନ୍ତି । କେବଳ ଅତ୍ୟାବଶ୍ୟକୀୟ ସେବା ଦ୍ରବ୍ୟ ଜିଲ୍ଲାବାସୀଙ୍କ ପାଇଁ ଉପଲବ୍ଧ ଥିବାବେଳେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଆଖି ଆଗରେ […]

Continue Reading