ଯାଜପୁରରେ ସର୍ବଭାରତୀୟ ସୁନ୍ନୀ ଇଜତେମା ଆରମ୍ଭ

ଯାଜପୁରରେ ସର୍ବଭାରତୀୟ ସୁନ୍ନୀ ଇଜତେମା ଆରମ୍ଭ

#ଯାଜପୁରରେ_ସର୍ବଭାରତୀୟ_ସୁନ୍ନୀ_ଇଜତେମା_ଆରମ୍ଭ  ଯାଜପୁର :(ବିଶ୍ବଜିତ ରଣା) ଯାଜପୁର ସହରସ୍ଥ ବୈତରଣୀ ନଦୀତଟ ବାଳାଶ୍ରମ ପଡ଼ିଆଠାରେ ଦୁଇଦିନବ୍ୟାପୀ ସର୍ବଭାରତୀୟ ସୁନ୍ନୀ ଇଜତେମା ତହଫୁଜ-ଏ-ଇମାନ୍ କନଫରେନ୍ସ ଆରମ୍ଭ ହୋଇଛି । ଅଲ୍ ଇଣ୍ଡିଆ ତବଲିଗ୍-ଏ-ସିରତ, ଯାଜପୁର ଶାଖା ଦ୍ୱାରା ଆୟୋଜିତ ଏହି ସର୍ବଧର୍ମ ସମନ୍ୱୟର ପ୍ରତୀକ ପବିତ୍ର କାର୍ଯ୍ୟକ୍ରମ ଉଦ୍ଘାଟନୀ ଦିବସରେ ଅତିଥିଭାବେ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ, କୋରେଇ ବିଧାୟକ ଅଶୋକ ବଳ, ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଇଜତେମା ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ସମାଜସେବୀ କର୍ଣ୍ଣାଟ କେଶରୀ […]

Continue Reading