ଯାଜପୁରରେ ଜୀବନ ସୋଲାର ପଏଣ୍ଟ ଉଦଘାଟିତ

ଯାଜପୁରରେ ଜୀବନ ସୋଲାର ପଏଣ୍ଟ ଉଦଘାଟିତ

#ଯାଜପୁରରେ_ଜୀବନ_ସୋଲାର_ପଏଣ୍ଟ_ଉଦଘାଟିତ   ଯାଜପୁର : (ବିଶ୍ବଜିତ ରଣା) ଅସରନ୍ତି ଶକ୍ତି ଉତ୍ସବ ଉପଯୁକ୍ତ ବିନିଯୋଗ ପାଇଁ ଆଜିର ଆବଶ୍ୟକତା ସୌରଶକ୍ତି । ଏଣୁ ବର୍ତ୍ତମାନର ସମୟରେ ସବୁକ୍ଷେତ୍ରରେ ସୌରଶକ୍ତିର ସୁବିନିଯୋଗ ଉପରେ ରାଜ୍ୟ ତଥା ଦେଶରେ ଗୁରୁତ୍ୱ ଦିଆଯାଉଛି । ସୌରଶକ୍ତି ଦ୍ୱାରା ପରିଚାଳିତ ଉପକରଣ ପ୍ରତି ଲୋକମାନଙ୍କର ଚାହିଦାକୁ ଲକ୍ଷ୍ୟରଖି ଯାଜପୁର ସହରସ୍ଥ ଯୋଡ଼ିକୂଅ ଛକଠାରେ ଜୀବନ ସୋଲାର ପଏଣ୍ଟ ଉଦଘାଟିତ ହୋଇଯାଇଛି । ଯାଜପୁର ବିଧାୟକଙ୍କ ପ୍ରତିନିଧି ତଥା ବିଶିଷ୍ଟ ସମାଜସେବୀ କର୍ଣ୍ଣାଟ କେଶରୀ ଦାସଙ୍କ […]

Continue Reading