ଯାଜପୁରରେ କରୋନା ସମୀକ୍ଷା କଲେ ରାଜ୍ୟପାଳଙ୍କ ସଚିବ ପ୍ରମୋଦ ମେହେର୍ଦ୍ଦା

ଯାଜପୁରରେ କରୋନା ସମୀକ୍ଷା କଲେ ରାଜ୍ୟପାଳଙ୍କ ସଚିବ ପ୍ରମୋଦ ମେହେର୍ଦ୍ଦା

#ଯାଜପୁରରେ_କରୋନା_ସମୀକ୍ଷା_କଲେ_ପ୍ରମୋଦ_ମେହେର୍ଦ୍ଦା        ଯାଜପୁର : ( ବିଶ୍ବଜିତ ରଣା ) ଜିଲ୍ଲାରେ ସମସ୍ତ କ୍ବାରେଣ୍ଟାଇନ୍ କେନ୍ଦ୍ର ମାନଙ୍କର ମୌଳିକ ସୁବିଧା ଗୁଡିକ ସୁନିଶ୍ଚିତ କରିବା ସହ ଏକ ଡାଟା ବେଶ୍ ପ୍ରସ୍ତୁତି ପାଇଁ ରାଜ୍ୟପାଳଙ୍କ ସଚିବ ତଥା ଯାଜପୁର ଜିଲ୍ଲା କରୋନା ପାଇଁ ନିଯୁକ୍ତ ମନିଟରିଂ ଅଫିସର ଡା.ପ୍ରମୋଦ ମେହେର୍ଦ୍ଦା ପରାମର୍ଶ ଦେଇଛନ୍ତି।ସ୍ଥାନୀୟ ସର୍କିଟ ହାଉସ୍ ରେ  ରାଜ୍ୟପାଳଙ୍କ ସଚିବ ଶ୍ରୀ  ମେହେର୍ଦ୍ଦା ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିଲେ ।ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ […]

Continue Reading