‘ମୋ ସରକାର’ରେ ପୁଣି ସାମିଲ ହେଲା ୫ ବିଭାଗ

#‘ମୋ_ସରକାର’_ରେ_ପୁଣି_ସାମିଲ_ହେଲା_୫_ବିଭାଗ     ଭୁବନେଶ୍ୱର: ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବୁଧବାର ‘ମୋ ସରକାର’ରେ ରାଜ୍ୟର ଆଉ ୫ଟି ବିଭାଗ ସାମିଲ ହୋଇଛି। ସେଗୁଡ଼ିକ ହେଲା ଶକ୍ତି, ସ୍କୁଲ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା, ଗ୍ରାମ୍ୟ ଉନ୍ନୟନ ଓ ବିଜ୍ଞାନ ଓ କାରିଗରୀ କୌଶଳ ବିଭାଗ। ଏହା ପୂର୍ବରୁ ସୋମବାର ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ଜଳସମ୍ପଦ, ମତ୍ସ୍ୟ ଓ ପଶୁ ସମ୍ପଦ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସାମିଲ ହୋଇଥିଲା। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା […]

Continue Reading