ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂରଣ

ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂରଣ

#ମୋଦୀ_ସରକାରଙ୍କ_ଦ୍ୱିତୀୟ_ପାଳିର_ପ୍ରଥମ_ବର୍ଷ_ପୂରଣ           ନୂଆଦିଲ୍ଲୀ   : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଏକ ବର୍ଷ ପୂରଣ ହେବାକୁ ଯାଉଛି । ଏହି ଅବସରରେ ଭାରତୀୟ ଜନତା ପାର୍ଟି (ବିଜେପି) ସଭାପତି ଜେ.ପି ନଡ୍ଡା ଆସନ୍ତା ୩୦ ତାରିଖରେ ଫେସବୁକ୍ ଲାଇଭ ମାଧ୍ୟମରେ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରିବେ ଏବଂ ସରକାରଙ୍କ ବର୍ଷର ସଫଳତା ବିଷୟରେ ସେମାନଙ୍କୁ ଅବଗତ କରାଇବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଲିଖିତ ଚିଠି ପାର୍ଟି କର୍ମୀଙ୍କୁ ୧୦ କୋଟି […]

Continue Reading