ମେ’ ମାସ ଆମ ସମସ୍ତଙ୍କ ପାଇଁ ଗୁରୁତ୍ତ୍ବପୂର୍ଣ୍ଣ

ମେ’ ମାସ ଆମ ସମସ୍ତଙ୍କ ପାଇଁ ଗୁରୁତ୍ତ୍ବପୂର୍ଣ୍ଣ

#ମେ’_ମାସ_ଆମ_ସମସ୍ତଙ୍କ_ପାଇଁ_ଗୁରୁତ୍ତ୍ବପୂର୍ଣ୍ଣ                   ଭୁବନେଶ୍ୱର :  ମେ’ ମାସ ଆମ ସମସ୍ତଙ୍କ ପାଇଁ ଗୁରୁତ୍ତ୍ବପୂର୍ଣ୍ଣ । କରୋନା ମୁକାବିଲା କ୍ଷେତ୍ରରେ  ଏହି  ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ  ସମସ୍ତ ରାଜ୍ୟବାସୀଙ୍କ ସଂପୂର୍ଣ୍ଣ ସାହାଯ୍ୟ ଓ ସହଯୋଗ ଦରକାର। ଆଉ ଏଥିରେ ଯଦି କୌଣସି ପ୍ରକାରର ବ୍ୟତିକ୍ରମ ହୁଏ ତେବେ, ପରବର୍ତ୍ତୀ ପରିସ୍ଥିତି ଯେ କିଭଳି ସାଂଘାତିକ ହେବ, ତାହା କଳ୍ପନାର ବାହାରେ।   ଶତ୍ରୁ ଏବେ ଆସି ଆମ ଦୁଆର ମୁହଁରେ। ଏପରିସ୍ଥିତିରେ ରାଜ୍ୟବାସୀ ବିଚଳିତ ନହୋଇ ବିଚକ୍ଷଣ ହେବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ […]

Continue Reading