କଳିଙ୍ଗା ଘାଟିରେ ମୃତ୍ୟୁ ବରଣ କାରିଥିବା ଚିତ୍ତରଞ୍ଜନଙ୍କ ପରିବାର ସଙ୍ଗରୋଧ କେନ୍ଦ୍ରରେ

କଳିଙ୍ଗା ଘାଟିରେ ମୃତ୍ୟୁ ବରଣ କରିଥିବା ଚିତ୍ତରଞ୍ଜନଙ୍କ ପରିବାର ସଙ୍ଗରୋଧ କେନ୍ଦ୍ରରେ

#ମୃତ_ଚିତ୍ତରଞ୍ଜନଙ୍କ_ପରିବାର_ସଙ୍ଗରୋଧ_କେନ୍ଦ୍ରରେ             ବୁଗୁଡା  : ସୁରଟ ରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଗଞ୍ଜାମକୁ ଫେରୁଥିବା ବସ ଗତ ମଇ ୨ ତାରିଖ ରାତିରେ କଳିଙ୍ଗା ଘାଟିରେ ଦୁର୍ଘଟଣା ଘଟିବା ଯୋଗୁଁ ୨ ଜଣ ମୃତ୍ୟୁବରଣ କରିଥିବା ବେଳେ ଘଟଣା ସ୍ଥଳରେ ବୁଗୁଡା ବ୍ଲକର ବରଡିପଲ୍ଲୀ ଗ୍ରାମର ଚିତ୍ତରଞ୍ଜନ ସେଠୀଙ୍କ ମୃତ୍ୟୁ ହୋଇଥିଲା। ସେହି ବସରେ ମୃତ ଚିତ୍ତରଞ୍ଜନଙ୍କ ଦୁଇ ଛୋଟ ପୁଅ ଥିବାବେଳେ ସେମାନେ ଆଙ୍କୁଶପୁର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସଙ୍ଗରୋଧରେ ଥିଲେ। ମୃତ […]

Continue Reading