କୌଣସି ପ୍ରବାସୀ ଶ୍ରମିକ ରାଜ୍ୟ ମଧ୍ୟ ଦେଇ ଯେପରି ଚାଲି ଚାଲି ନଯିବେ , ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

କୌଣସି ପ୍ରବାସୀ ଶ୍ରମିକ ରାଜ୍ୟ ମଧ୍ୟ ଦେଇ ଯେପରି ଚାଲି ଚାଲି ନଯିବେ , ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

#ମୁଖ୍ୟମନ୍ତ୍ରୀଙ୍କ_ନିର୍ଦ୍ଦେଶ       ଭୁବନେଶ୍ୱର   : କଟକ, ଖୋର୍ଦ୍ଧା ଏବଂ ଭୁବନେଶ୍ୱରରେ  ସରକାର ସର୍ବଦା ବସ୍ ପ୍ରସ୍ତୁତ ରଖିଛନ୍ତି । କୌଣସି ପ୍ରବାସୀ ଶ୍ରମିକ ଯେପରି ରାଜ୍ୟ ମଧ୍ୟ ଦେଇ ଚାଲି ଚାଲି ନଯିବେ ସେଥିପ୍ରତି ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ବୋଲି ପୋଲିସ୍ ଡିଜି  ଅଭୟ ପ୍ରକାଶ କରିଛନ୍ତି । ବହୁସଂଖ୍ୟାରେ ପ୍ରବାସୀ ଶ୍ରମିକମାନେ ଓଡ଼ିଶା ମଧ୍ୟ ଦେଇ ସେମାନଙ୍କ ନିଜ ନିଜ ରାଜ୍ୟ ଯଥା ପଶ୍ଚିମବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ ଓ ବିହାରକୁ ଫେରୁଛନ୍ତି । […]

Continue Reading