ମା ସିଂଘବାହିନୀଙ୍କ ବାର୍ଷିକ ପୂଜା ଉତ୍ସବ ଅନୁଷ୍ଠିତ

ମା ସିଂଘବାହିନୀଙ୍କ ବାର୍ଷିକ ପୂଜା ଉତ୍ସବ ଅନୁଷ୍ଠିତ

#ମା_ସିଂଘବାହିନୀଙ୍କ_ବାର୍ଷିକ_ପୂଜା_ଉତ୍ସବ_ଅନୁଷ୍ଠିତ       ଯାଜପୁର  : ଯାଜପୁର ପୌରାଞ୍ଚଳ ଅନ୍ତର୍ଗତ ଭିମକରପୁର ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା ସିଂଘବାହିନୀଙ୍କ ବାର୍ଷିକ ପୂଜା କରୋନା ଆତଙ୍କ ପରୀପେକ୍ଷରେ ନିରାଡମ୍ବରଭାବେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଦିବସ ବ୍ୟାପୀ ମାଙ୍କର ପୂଜା କାର୍ଯ୍ୟକ୍ରମରେ ସକାଳେ ମାଙ୍କର ମହାସ୍ନାନ ପରେ ବଡସିଂହାର ବେଶ ଅନୁଷ୍ଠିତ ହୋଇଯାଇଛି । ଏହା ପରେ ମା ଙ୍କର ବିଭିନ୍ନ ଉପଚାର ପୂଜା ଆରମ୍ଭ ହୋଇ ଚଣ୍ଡୀପାଠ, ହୋମ ଆଦି କାର୍ଯ୍ୟକ୍ରମ ଆଦି ଅନୁଷ୍ଠିତ ହୋଇଥିଲା […]

Continue Reading