ମାସ୍କ ନାହିଁ କି ସାମାଜିକ ଦୂରତା ନାହିଁ, ଗୋଟିଏ ଅଟୋରେ ୧୭ ଯାତ୍ରୀ

ମାସ୍କ ନାହିଁ କି ସାମାଜିକ ଦୂରତା ନାହିଁ, ଗୋଟିଏ ଅଟୋରେ ୧୭ ଯାତ୍ରୀ

#ମାସ୍କ_ନାହିଁକି_ସାମାଜିକ_ଦୂରତା_ନାହିଁ,_ଗୋଟିଏ_ଅଟୋରେ_୧୭_ଯାତ୍ରୀ          କେନ୍ଦ୍ରାପଡା  :  ରାଜ୍ୟ ସରକାରଙ୍କ ଠାରୁ ଅରମ୍ଭ କରି ଜିଲ୍ଲା ପ୍ରଶାସନ ଯେତେ ସଚେତନତା ସୃଷ୍ଟି କଲେ ମଧ୍ୟ ଲୋକଙ୍କ ଉପରେ ଏହା କୈାଣସି ପ୍ରବାହ ପକାଉନଥିବା ଦେଖା ଦେଇଛି । ଗୋଟିଏ ଅଟୋରେ ୧୭ଜଣ ଲଦା ହୋଇ ଯିବା ସାଧାରଣରେ ଆଲୋଡନ ସୃଷ୍ଟି କରିଛି । ଶୁକ୍ରବାର ସକାଳେ କେନ୍ଦ୍ରାପଡା ପୈାରାଂଚଳ ଅନ୍ତର୍ଗତ ୨୧ନଂ ୱାର୍ଡର ଜନଜାତି ବସ୍ତିର ଶ୍ରମିକ ମାନେ ଏକ ୩ ଚକିଆ ଡାଲା ଅଟୋ ରେ ୧୭ଜଣ ଖୁନ୍ଦାଖୁନ୍ଦି ହୋଇ […]

Continue Reading