ଗଞ୍ଜାମ ଜିଲ୍ଲାପାଳ ନେଲେ କଡ଼ା ପଦକ୍ଷେପ;ମାସ୍କ୍ ନପିନ୍ଧିଲେ ଦେବାକୁ ପଡ଼ିବ ଜୋରିମାନା

ଗଞ୍ଜାମ ଜିଲ୍ଲାପାଳ ନେଲେ କଡ଼ା ପଦକ୍ଷେପ;ମାସ୍କ୍ ନପିନ୍ଧିଲେ ଦେବାକୁ ପଡ଼ିବ ଜୋରିମାନା

#ମାସ୍କ_ନପିନ୍ଧିଲେ_ଦେବାକୁ_ପଡ଼ିବ_ଜୋରିମାନା            ବ୍ରହ୍ମପୁର :  ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ଯୋଗୁଁ ରାଜ୍ୟ ପ୍ରଶାସନ,ପୋଲିସ ଭିନ୍ନ ଭିନ୍ନ ପଦକ୍ଷେପ ନେଉଥିବା ବେଳେ କରୋନା ସତର୍କତା ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ  କଡ଼ା ପଦକ୍ଷେପ ନିଆଯାଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟା ଅମୃତ କୁଲାଙ୍ଗେ ସାମ୍ବାଦିକ ସମ୍ମିଳନୀରେ ଦେଇଥିବା ସୂଚନା ଅନୁଯାୟୀ, ମାସ୍କ ନପିନ୍ଧିବା ବ୍ୟକ୍ତିଙ୍କୁ ଜୋରିମାନା ଦେବାକୁ ପଡ଼ିବ । ସହରାଞ୍ଚଳରେ ମାସ୍କ ନପିନ୍ଧିଲେ ୧୦୦୦ ଟଙ୍କା ଜୋରିମାନା ଏବଂ ଗ୍ରାମାଞ୍ଚଳରେ […]

Continue Reading