ବିଧାୟକଙ୍କ ପକ୍ଷରୁ ଶ୍ୟାମସୁନ୍ଦରପୁର ପଞ୍ଚାୟତରେ ମାସ୍କ ଓ ସାନିଟାଇଜର ବଣ୍ଟନ

ବିଧାୟକଙ୍କ ପକ୍ଷରୁ ଶ୍ୟାମସୁନ୍ଦରପୁର ପଞ୍ଚାୟତରେ ମାସ୍କ ଓ ସାନିଟାଇଜର ବଣ୍ଟନ

#ମାସ୍କ_ଓ_ସାନିଟାଇଜର_ବଣ୍ଟନ        କେନ୍ଦ୍ରାପଡା  :    କେନ୍ଦ୍ରାପଡା ବ୍ଲକ ଅଧିନ ଶ୍ୟାମସୁନ୍ଦରପୁର ପଂଚାୟତରେ ମାସ୍କ, ସାନିଟାଇଜର ଓ ସାବୁନ ବଣ୍ଟନ  କରାଯାଇଥିବା ଜଣାପଡିଛି । ବିଧାୟକ ଶଶୀ ଭୂଷଣ ବେହେରା ପଠାଇଥିବା ଏହି ସାମଗ୍ରୀ ଗୁଡିକୁ ପଂଚାୟତର ୨୦ଟି ୱାର୍ଡରେ ବୟୋଜେଷ୍ଠ ବ୍ୟକ୍ତିମାନଙ୍କୁ ରବିବାର ବଣ୍ଟନ କରାଯାଇଛି । ପଂଚାୟତର ବିଜେଡି ସଭାପତି ସୁମିତ୍ରା ପାଢୀଙ୍କ ନେତୃତ୍ୱରେ ସରପଂଚ ପୁଷ୍ପଲତା ସେନାପତି, ସ୍ମୃତିମୟୀ ସେନାପତି, ଅଙ୍କୁର ସେଠୀ, କରୁଣାକର ଦାସ, ଭାବଗ୍ରାହୀ ଲେଙ୍କା, ବିପିନ ବିହାରୀ […]

Continue Reading