ମାର୍ଚ୍ଚ୨୬ରେ ୫୫ ରାଜ୍ୟସଭା ଆସନ ପାଇଁ ନିର୍ବାଚନ

ମାର୍ଚ୍ଚ୨୬ରେ ୫୫ ରାଜ୍ୟସଭା ଆସନ ପାଇଁ ନିର୍ବାଚନ

#ମାର୍ଚ୍ଚ_୨୬ରେ_୫୫_ରାଜ୍ୟସଭା_ଆସନ_ପାଇଁ_ନିର୍ବାଚନ   ନୂଆଦିଲ୍ଲୀ : ରାଜ୍ୟସଭାର ୫୫ ଆସନ ପାଇଁ ଆସନ୍ତା ମାର୍ଚ୍ଚ ୨୬ରେ ହେବ ନିର୍ବାଚନ। ଏନେଇ ଭାରତୀୟ ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି । ଖାଲି ହେଉଥିବା ୫୫ ରାଜ୍ୟସଭା ଆସନ ମଧ୍ୟରୁ ଓଡ଼ିଶାର ୪ଟି ସିଟ୍‌ ରହିଛି। ଏହି ନିର୍ବାଚନ ପାଇଁ ମାର୍ଚ୍ଚ ୬ରେ ବିଜ୍ଞପ୍ତି ପ୍ରକାଶ ପାଇବ। ମାର୍ଚ୍ଚ ୧୩ ତାରିଖରେ ନାମାଙ୍କନ ଦାଖଲର ଶେଷ ଦିନ ରହିଛି । ମାର୍ଚ୍ଚ ୨୬ ତାରିଖରେ ୫୫ ଜଣ ରାଜ୍ୟସଭା ଆସନ ପାଇଁ […]

Continue Reading