ମାନବତା ବିରୋଧୀ ଲଢେଇରେ ଭାରତ ଯଥା ସମ୍ଭବ ସାହାଯ୍ୟ କରିବ: ମୋଦୀ

ମାନବତା ବିରୋଧୀ ଲଢେଇରେ ଭାରତ ଯଥା ସମ୍ଭବ ସାହାଯ୍ୟ କରିବ: ମୋଦୀ

#ମାନବତା_ବିରୋଧୀ_ଲଢେଇରେ_ଭାରତ_ଯଥା_ସମ୍ଭବ_ସାହାଯ୍ୟ_କରିବ      ନୂଆଦିଲ୍ଲୀ  :  କରୋନା ବିରୋଧିଲଢେଇ ମଧ୍ୟରେ ଆମେରିକା ଦ୍ୱାରା ମଗାଯାଇଥିବା ଔଷଧର ରପ୍ତାନୀକୁ ମଞ୍ଜୁରୀ ଦିଆଯିବା ପରେ ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଚ୍ଚ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଭାରତର ସହାୟତାକୁ ଆମେରିକା କେଭେ ଭୁଲିବ ନାହିଁ । ଏଥିରେ ମାନବତାକୁ ବେଶ୍ ସାହାଯ୍ୟ ମିଳିବ । ଟ୍ରମ୍ପଙ୍କ ଏହି ବୟାନ ଉପରେ ପ୍ରତିକ୍ରିୟା ବ୍ୟକ୍ତ କରି ପ୍ରଧାନମନ୍ତ୍ରୀ ମଧ୍ୟ  ପୂର୍ଣ୍ଣ ସହମତି ପ୍ରକାଶ କରିଛନ୍ତି । ମୋଦୀ କହିଛନ୍ତି ଯେ, […]

Continue Reading