ମହାମାରୀ କୋଭିଡ଼-୧୯ ପରିଚାଳନା କ୍ଷେତ୍ରରେ ଅଗ୍ରଣୀ ସ୍ଥାନରେ ଓଡ଼ିଶା

ମହାମାରୀ କୋଭିଡ଼-୧୯ ପରିଚାଳନା କ୍ଷେତ୍ରରେ ଅଗ୍ରଣୀ ସ୍ଥାନରେ ଓଡ଼ିଶା

#ମହାମାରୀ_କୋଭିଡ଼-୧୯_ପରିଚାଳନା_କ୍ଷେତ୍ରରେ_ଅଗ୍ରଣୀ_ସ୍ଥାନରେ_ଓଡ଼ିଶା            ଭୁବନେଶ୍ବର   : ମହାମାରୀ କୋଭିଡ଼-୧୯ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଏକ ଅଗ୍ରଣୀ ସ୍ଥାନରେ ରହିଛି । ଭିଡ଼ିଓ କନଫରେନସିଂ ମାଧ୍ୟମରେ କେନ୍ଦ୍ରୀୟ କ୍ୟାବିନେଟ ସଚିବ ରାଜୀବ ଗୌବାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କୋଭିଡ଼ ମୁକାବିଲାରେ ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥା ଜନିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରୁ ଏହା ଜଣାପଡ଼ିଛି । ଗୁରବାର ଲୋକସେବା ଭବନରୁ ଭିଡ଼ିଓ କନଫରେନସିଂ ମାଧ୍ୟମରେ ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ପରିବାର କଲ୍ୟାଣ ବିଭାଗ ଦାୟିତ୍ୱରେ ଥିବା ଅତିରିକ୍ତ ଶାସନ ସଚିବ […]

Continue Reading