ମର୍ଦ୍ଦକୋଟ ସଂଗରୋଧ କେନ୍ଦ୍ରରେ ଜନ୍ମ ନେଲା ଶିଶୁ ପୁତ୍ର

ମର୍ଦ୍ଦକୋଟ ସଂଗରୋଧ କେନ୍ଦ୍ରରେ ଜନ୍ମ ନେଲା ଶିଶୁ ପୁତ୍ର

ମର୍ଦ୍ଦକୋଟ ସଂଗରୋଧ କେନ୍ଦ୍ରରେ ଜନ୍ମ ନେଲା ଶିଶୁ ପୁତ୍ର           କୋଦଳା  : ମଙ୍ଗଳବାର ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ମର୍ଦ୍ଦକୋଟ ହରିହର ଉଚ୍ଚ ବିଦ୍ୟାଳୟ ସ୍ଥିତ ସଂଗରୋଧ କେନ୍ଦ୍ର ରେ ସନ୍ତୋଷିନୀ ପ୍ରଧାନ (୨୮) ସ୍ଵାମୀ ଡ୍ରାଇଭର଼ ପ୍ରଧାନ ଗ୍ରାମ ଗୁଡିଆଳି ର  ଉକ୍ତ ମହିଳା  ଏକ ପୁତ୍ର ସନ୍ତାନ  ଜନ୍ମ ଦେଇଛନ୍ତି । ଏଥିରେ ଡାକ୍ତର ସଞ୍ଜୟ କୁମାର ସାହୁ, ସୁରେନ୍ଦ୍ର ପ୍ରଧାନ, ଜୟନ୍ତୀ ମାଳା, ସରପଞ୍ଚ ପ୍ରତିନିଧି ତଥା ସମାଜସେବୀ ଦୀପ୍ତି ପ୍ରକାଶ […]

Continue Reading