ମଣିଷ ଶରୀରରେ ପରୀକ୍ଷା ହେଲା କୋଭିଡ-୧୯ ଟିକା

ମଣିଷ ଶରୀରରେ ପରୀକ୍ଷା ହେଲା କୋଭିଡ-୧୯ ଟିକା

#ମଣିଷ_ଶରୀରରେ_ପରୀକ୍ଷା_ହେଲା_କୋଭିଡ-୧୯_ଟିକା            ଓ୍ବାଶିଂଟନ :  ମହାମାରୀ କରୋନା ସମଗ୍ର ବିଶ୍ବରେ ଆତଙ୍କ ଖେଳାଇ ଥିବାବେଳେ  ଏବେ ଏହାର ନିରାକରଣ ନେଇ ଆସିଛି ଖୁସି ଖବର । ମହାମାରୀ କରୋନାର ମୁକାବିଲାନେଇ ପ୍ରସ୍ତୁତ ହୋଇଛି ଟିକା । କେବଳ ସେତିକି ନୁହେଁ ଶୁକ୍ରବାର ମଣିଷ ଶରୀରରେ ମଧ୍ୟ ହୋଇଛି ଏହାର  ପରୀକ୍ଷଣ। ଆମେରିକାର ସିଆଟେଲ ସହରରେ ଦୁଜଣ ମହିଳା ଓ କଣେ ପୁରୁଷଙ୍କ ଠାରେ ଏହି ଟିକା ପ୍ରୟୋଗ କରାଯାଇଛି।   ପ୍ରଥମେ ସିଆଟେଲର ଏକ […]

Continue Reading