ମଣିପୁର ରୁ ଫେରିଲେ ୧୪୩ କେନ୍ଦ୍ରାପଡା ପ୍ରବାସୀ

ମଣିପୁର ରୁ ଫେରିଲେ ୧୪୩ କେନ୍ଦ୍ରାପଡା ପ୍ରବାସୀ

#ମଣିପୁରରୁ_ଫେରିଲେ_୧୪୩_କେନ୍ଦ୍ରାପଡା_ପ୍ରବାସୀ           କେନ୍ଦ୍ରାପଡା  : ଦୀର୍ଘ ୨ ମାସ ହେଲା ମଣିପୁର ର ଇମ୍ଫାଲା ଠାରେ ଥିବା ୨୦୦ରୁ ଉର୍ଦ୍ଧ୍ୱ କେନ୍ଦ୍ରାପଡା ପ୍ରବାସୀ ସେଠାରେ ଲକ ଡାଉନ ସମୟରେ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହି ଖବର ଦୈନିକ ଖବର କାଗଜ ରେ ପ୍ରକାଶ ପାଇବା ପରେ ଜିଲ୍ଲା ପ୍ରଶାସନ ତପ୍ତରତା ପ୍ରକାଶ କରି ଏମାନଙ୍କୁ ଆଣୀବା ପାଇଁ ଯୋଗସୂତ୍ର ଆରମ୍ଭ କରିଥିଲେ । ରାଜନଗର, ଆଳି, ରାଜକନିକା, ପଟ୍ଟାମୁଣ୍ଡାଇ ପ୍ରଭୃତି ଅଂଚଳର ଏହି ପ୍ରବାସୀ ମାନେ ସେଠାରେ […]

Continue Reading