ମଙ୍ଗଳ ଗ୍ରହର ରହସ୍ୟମୟ ଗହ୍ଵର,ମିଳିପାରେ ଜୀବସତ୍ତାର ସନ୍ଧାନ !

ମଙ୍ଗଳ ଗ୍ରହର ରହସ୍ୟମୟ ଗହ୍ଵର,ମିଳିପାରେ ଜୀବସତ୍ତାର ସନ୍ଧାନ !

#ମଙ୍ଗଳ_ଗ୍ରହର_ରହସ୍ୟମୟ_ଗହ୍ଵର   ଓ୍ଵାସିଂଟନ୍‌: ମଙ୍ଗଳ ଗ୍ରହରେ ଥିବା ଏକ ଅସ୍ୱାଭାବିକ ପ୍ରକାରର ଗହ୍ଵରର ଫଟୋ ନିକଟରେ ରିଲିଜ୍‌ କରିଛି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥାନ ‘ନାସା’। ୨୦୧୧ ମସିହାରେ ଏହି ବିଚିତ୍ର ଗହ୍ଵର ଆବିଷ୍କାର କରାଯାଇଥିଲା। ମଙ୍ଗଳ ଗ୍ରହର ପାଭୋନିସ୍‌ ମନ୍‌ସ୍‌ ଆଗ୍ନେୟଗିରିର ଧୂଳିଧୂସରିତ ଢାଲୁ ଏହି ଫଟୋରେ ଦେଖାଯାଉଛି। ସମ୍ପ୍ରତି ମଙ୍ଗଳ ଗ୍ରହ ପ୍ରଦକ୍ଷିଣ କରୁଥିବା ରୋବଟିକ୍‌ ରିକନେସାନ୍‌ସ୍‌ ଅବିର୍ଟର୍‌ରେ ଲାଗିଥିବା ‘ହାଇରାଇଜ୍‌’ ଉପକରଣରେ ଏହି ଫଟୋଟି ଉତ୍ତୋଳନ କରାଯାଇଛି। ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି ଯେ ମଙ୍ଗଳ […]

Continue Reading