ଭୁବନେଶ୍ୱରରୁ ୫ କରୋନା ରୋଗୀ ଚିହ୍ନଟ

ଭୁବନେଶ୍ୱରରୁ ୫ କରୋନା ରୋଗୀ ଚିହ୍ନଟ

#ଭୁବନେଶ୍ୱରରୁ_୫_କରୋନା_ରୋଗୀ_ଚିହ୍ନଟ                 ଭୁବନେଶ୍ୱର  :   ରାଜଧାନୀ ଭୁବନେଶ୍ୱରରେ ଶନିବାର ଦିନ ଆଉ ୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଏନେଇ ଟୁଇଟ୍ କରି ସୂଚନା ଦିଆଯାଇଛି । ସୂଚନା ଅନୁଯାୟୀ ଆକ୍ରାନ୍ତ ୫ ଜଣଙ୍କ ମଧ୍ୟରୁ ୪ ଜଣ ହୋମ କ୍ୱାରେଂଟାଇନରେ ଥିଲେ ଏବଂ ଆଉ ଜଣେ ସେ ଲୋକାଲ କେସ୍ । ହୋମ କ୍ୱାରେଂଟାଇନ୍ ରେ ଥିବା ୪ ଜଣଙ୍କ ମଧ୍ୟରୁ ଡୁମଡୁମା ଅଂଚଳର ଜଣେ ଏବଂ […]

Continue Reading