କରୋନା ଦୁଃଖ : ଭିଟାମାଟିକୁ ଫେରିବା ନୋହିଲା,ରେଳରେ କଟିଗଲେ ୧୬ ଶ୍ରମିକ

କରୋନା ଦୁଃଖ : ଭିଟାମାଟିକୁ ଫେରିବା ନୋହିଲା,ରେଳରେ କଟିଗଲେ ୧୬ ଶ୍ରମିକ

#ଭିଟାମାଟିକୁ_ଫେରିବା_ନୋହିଲା_ରେଳରେ_କଟିଗଲେ_୧୬_ଶ୍ରମିକ             ଔରଙ୍ଗାବାଦ   : ଭିଟାମାଟିକୁ ଫେରିବା ନୋହିଲା,ରେଳରେ କଟିଗଲେ ୧୬ ଶ୍ରମିକ । ମହାରାଷ୍ଟ୍ର ଔରଙ୍ଗାବାଦରେ ଘଟିଛି ଏହି ହୃଦୟ ବିଦାରକ ଘଟଣା । ଘରକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କ ଉପରେ ମାଲ୍‌ଗାଡ଼ି ଚଢିଯିବାରୁ ୧୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ଶୁକ୍ରବାର ସକାଳ ସାଢ଼େ ୬ଟାରେ ଔରଙ୍ଗାବାଦ-ଜାଲନା ରେଲଓ୍ବେ ଲାଇନ୍‌ରେ ଘଟିଛି। ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ରେଳମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି […]

Continue Reading