ଭକ୍ତଙ୍କ ଡାକ ଶୁଣିଲେ ମହାପ୍ରଭୁ ,କଡା କଟକଣା ମଧ୍ୟରେ ଭକ୍ତଶୂନ୍ୟ ରଥ ଯାତ୍ରା ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତି

ଭକ୍ତଙ୍କ ଡାକ ଶୁଣିଲେ ମହାପ୍ରଭୁ ,କଡା କଟକଣା ମଧ୍ୟରେ ଭକ୍ତଶୂନ୍ୟ ରଥ ଯାତ୍ରା ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତି

#ଭକ୍ତଶୂନ୍ୟ_ରଥ_ଯାତ୍ରା_ପାଇଁ_ସୁପ୍ରିମକୋର୍ଟଙ୍କ_ଅନୁମତି         ନୂଆ ଦିଲ୍ଲୀ    : ଚଳିତ ବର୍ଷ କେବଳ ପୁରୀରେ କଡ଼ା କଟକଣା ଭିତରେ ଭକ୍ତଶୂନ୍ୟ ଶ୍ରଜଗନ୍ନାଥଙ୍କର ରଥଯାତ୍ରାର ଆୟୋଜନ କରିବାକୁ ଦେଶର ସୁପ୍ରିମ୍ କୋର୍ଟ ଓଡ଼ିଶା ରାଜ୍ୟ ସରକାରଙ୍କୁ ଅନୁମତି ଦେଇଛନ୍ତି । ଫଳରେ ଚଳିତ ବର୍ଷ କୋଭିଡ୍-୧୯ ମହାମାରୀ ପରିପ୍ରେକ୍ଷୀରେ ପୁରୀରେ ରଥଯାତ୍ରାର ଆୟୋଜନ ହେବ ନାହିଁ ବୋଲି ଯେଉଁ ଆଶଙ୍କା ପ୍ରକାଶ ପାଇଥିଲା, ତାହାର ଅବସାନ ଘଟିଛି । ଏହି ମମଲାର ଚୂଡ଼ାନ୍ତ ରାୟ ଶୁଣାଇ ମୁଖ୍ୟବିଚାରପତି ଜଷ୍ଟିସ୍ ଏସ୍.ଏ. ବୋବଡେ […]

Continue Reading