ଭକ୍ତଶୂନ୍ୟ ରଥଯାତ୍ରାକୁ ଅନୁମତି ଦେବା ଲାଗି ସୁପ୍ରିମ କୋର୍ଟରେ ପିଟିସନ୍

ଭକ୍ତଶୂନ୍ୟ ରଥଯାତ୍ରାକୁ ଅନୁମତି ଦେବା ଲାଗି ସୁପ୍ରିମ କୋର୍ଟରେ ପିଟିସନ୍

#ଭକ୍ତଶୂନ୍ୟ_ରଥଯାତ୍ରାକୁ_ଅନୁମତି_ଦେବାକୁ _ପିଟିସନ୍    ଭୁବନେଶ୍ବର :   ରଥଯାତ୍ରା ପ୍ରସଙ୍ଗରେ ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ରାୟର ପୁନଃର୍ବିଚାର ପାଇଁ ଆବେଦନ ହୋଇଛି । ରଥଯାତ୍ରା ସ୍ଥଗିତ ରଖିବା ଲାଗି ସୁପ୍ରିମକୋର୍ଟ ଦେଇଥିବା ରାୟର ପୁର୍ନବିଚ‌ାର କରି କେବଳ ପୁରୀରେ ବିନା ଭକ୍ତରେ ରଥଯାତ୍ରା ଲାଗି ଅନୁମତି ଦେବା ଲାଗି ଆବେଦନ କରିଛନ୍ତି ଆଇନଜୀବୀ ପ୍ରଣୟ କୁମାର ମହାପାତ୍ର । ସେ ତାଙ୍କ ଆବେଦନରେ ଦର୍ଶାଇଛନ୍ତି କି ପୁରୀ ସହରକୁ ସଟଡାଉନ୍ କରି କେବଳ ସେବାୟତମାନଙ୍କ ଦ୍ବାରା ରଥଯାତ୍ରା କରାଯାଇପାରିବ। ରଥଯାତ୍ରାରେ […]

Continue Reading