ବ୍ରହ୍ମ ମୁହୂର୍ତ୍ତରେ ନୂତନ ଆସନରେ ବିରାଜମାନ ହେଲେ ରାମଲଲା

ବ୍ରହ୍ମ ମୁହୂର୍ତ୍ତରେ ନୂତନ ଆସନରେ ବିରାଜମାନ ହେଲେ ରାମଲଲା

#ବ୍ରାହ୍ମ_ମୁହୂର୍ତ୍ତରେ_ନୂତନ_ଆସନରେ_ବିରାଜମାନ_ହେଲେ_ରାମଲଲା     ଅଯୋଧ୍ୟା : ଚୈତ୍ର ଶୁକ୍ଳ ପ୍ରତିପଦା ନବ ସଂବତ୍ସର ଅବସରରେ ଶ୍ରୀରାମଲଲା ଅସ୍ଥାୟୀ ଭବନରେ ଧାର୍ମିକ ବିଧି ବିଧାନ ସହିତ  ବ୍ରହ୍ମ ମୁହୂର୍ତରେ ନୂତନ ଆସନରେ ବିରାଜମାନ କରିଛନ୍ତି । ରାମଲଲା ଅସ୍ଥାୟୀ ଫାଇବରରେ ନିର୍ମିତ ମନ୍ଦିରକୁ ସ୍ଥାନାନ୍ତର ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶ୍ରୀରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟର ଟ୍ରଷ୍ଟିଙ୍କ ସାମ୍ନାରେ ବୈଦିକ ମନ୍ତ୍ର ଉଚ୍ଚାରଣ ସହିତ ଭଗବାନ ଶ୍ରୀରାମଲଲାଙ୍କୁ ଟେଣ୍ଟରୁ ନେଇ ଅସ୍ଥାୟୀ ଭବନରେ ରୂପାର ସିଂହାସନରେ ବିରାଜମାନ କରାଇଥିଲେ […]

Continue Reading