କାଠ ମାଫିଆ ଙ୍କ ଉପରେ ଜଙ୍ଗଲ ବିଭାଗ ର କାର୍ଯ୍ୟାନୁଷ୍ଠାନ, ବେଆଇନ କରତକଳ ଜବତ

କାଠ ମାଫିଆ ଙ୍କ ଉପରେ ଜଙ୍ଗଲ ବିଭାଗ ର କାର୍ଯ୍ୟାନୁଷ୍ଠାନ, ବେଆଇନ କରତକଳ ଜବତ

#ବେଆଇନ_କରତକଳ_ଜବତ       ବ୍ରହ୍ମପୁର/ଖଲ୍ଲିକୋଟ/କୋଦଳା     :  ବିଳମ୍ବ ରେ ହେଲେ ମଧ୍ୟ ଜଙ୍ଗଲ ବିଭାଗ ର କାର୍ଯ୍ୟାନୁଷ୍ଠାନ କାଠ ମାଫିଆ ଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଥିବା ବେଳେ ପରିବେଶ ପ୍ରେମୀ ଙ୍କ ମନରେ ଅଶ୍ବସ୍ତି ଆଣିଦେଇଛି।ଆଜି କୋଦଳା ଥାନା ଅନ୍ତର୍ଗତ ମର୍ଦ୍ଦମେଖ ପଞ୍ଚାୟତ ବେଲଝରି ରେ ବେଆଇନ୍ କରତ କଳ ର ଯନ୍ତ୍ରାଂଶ ସହ ୫୦ ଫୁଟ କାଠ ଗଣ୍ଡି ଜବତ ହୋଇଥିବା ଜଣାପଡ଼ିଛି ।ପ୍ରାପ୍ତ ସୂଚନା ଅନୁଯାୟୀ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ମର୍ଦ୍ଦମେଖ ପଞ୍ଚାୟତ […]

Continue Reading