ବିଶ୍ୱ ପରିବେଶ ଦିବସ ଅବସରରେ ବୃକ୍ଷରୋପଣ

ବିଶ୍ୱ ପରିବେଶ ଦିବସ ଅବସରରେ ବୃକ୍ଷରୋପଣ

#ବିଶ୍ୱ_ପରିବେଶ_ଦିବସ_ଅବସରରେ_ବୃକ୍ଷରୋପଣ       ବ୍ରହ୍ମପୁର    : ବିଶ୍ୱ ପରିବେଶ ଦିବସ ଅବସରରେ ଆଜି ସକାଳୁ ବ୍ରହ୍ମପୁର ମେଡ଼ିକାଲ୍ ଖେଳ ପଡ଼ିଆରେ ପୂର୍ବତନ ବିଡ଼ିଏ ଅଧ୍ୟକ୍ଷ ସୁବାଷ ମହାରଣାଙ୍କ ଅଧ୍ୟକ୍ଷତାରେ ୫ ଶହ ବୃକ୍ଷ ରୋପଣ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବିଜେଡ଼ି ସଭାପତି ତଥା ରାଜ୍ୟ ନିର୍ମାଣ ଶ୍ରମିକ କୋଠାବାଡ଼ି ସଭାପତି ଡା. ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ମେଡ଼ିକାଲ୍ କଲେଜ ପ୍ରିନ୍ସପାଲ୍ […]

Continue Reading