ବିଶିଷ୍ଟ ସାହିତ୍ୟିକ ରତ୍ନାକର ଚଇନି ଙ୍କ ପରଲୋକ

ବିଶିଷ୍ଟ ସାହିତ୍ୟିକ ରତ୍ନାକର ଚଇନି ଙ୍କ ପରଲୋକ

#ବିଶିଷ୍ଟ_ସାହିତ୍ୟିକ_ରତ୍ନାକର_ଚଇନିଙ୍କ_ପରଲୋକ      ଭୁବନେଶ୍ୱର  : ବିଶିଷ୍ଟ ସାହିତ୍ୟିକ, ନାଟ୍ୟକାର ତଥା ସାରସ୍ୱତ ସାଧକ ଡଃ ରତ୍ନାକର ଚଇନି ଙ୍କ ପରଲୋକ ହୋଇଯାଇଛି । କଟକ ବାଦାମବାଡ଼ି ସ୍ଥିତ ବାସଭବନରେ ଆଜି ଅପରାହ୍ନରେ ତାଙ୍କର ପରଲୋକ ଘଟିଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା । ସେ ଜଣେ ଖ୍ୟାତି ସଂପନ୍ନ ନାଟ୍ୟକାର , ଦକ୍ଷ ସାହିତ୍ୟ ସଂଗଠକ ସହ ଉକ୍ରଳ ସାହିତ୍ୟ ସମାଜର ପୂର୍ବତନ ସଭାପତି ରହିଥିଲେ । ତାଙ୍କର ସାହିତ୍ୟ କୃତି ପାଇଁ […]

Continue Reading