ଲଣ୍ଡନନିବାସୀ ବିଶିଷ୍ଟ ଲେଖକ ପ୍ରଫୁଲ୍ଲ ମହାନ୍ତି ସୁସ୍ଥ ହୋଇ ଫେରିଲେ

ଲଣ୍ଡନନିବାସୀ ବିଶିଷ୍ଟ ଲେଖକ ପ୍ରଫୁଲ୍ଲ ମହାନ୍ତି ସୁସ୍ଥ ହୋଇ ଫେରିଲେ

#ବିଶିଷ୍ଟ_ଲେଖକ_ପ୍ରଫୁଲ୍ଲ_ମହାନ୍ତି_ସୁସ୍ଥ_ହୋଇ_ଫେରିଲେ           ବାଲିଚନ୍ଦ୍ରପୁର : ଲଣ୍ଡନରେ ରହୁଥିବା ବିଶିଷ୍ଟ ଓଡ଼ିଆ ପ୍ରବାସୀ ଚିତ୍ରଶିଳ୍ପୀ ଓ ଲେଖକ ପ୍ରଫୁଲ୍ଲ ମହାନ୍ତି ଏବେ ସୁସ୍ଥ ହୋଇ ନିଜ ବାସଭବନକୁ ଫେରିଛନ୍ତି । ବଡ଼ଚଣା ବ୍ଳକ ଅନ୍ତର୍ଗତ ନାନପୁର ଗ୍ରାମରେ ଜନ୍ମିତ ୮୭ବର୍ଷୀୟ ଏହି ଲେଖକ ଜାନୁୟାରୀ ୧୦ ତାରିଖରେ ଭାରତରେ ପହଞ୍ଚିଥିଲେ ଏବଂ ଲଣ୍ଡନନିବାସୀ ନିଜର ବନ୍ଧୁ ଡେରିକ ମୋରେଙ୍କ ଶ୍ରାଦ୍ଧୋତ୍ସବରେ ପ୍ରତିବର୍ଷ ଫେବୃୟାରୀ ୧୫ ତାରିଖରେ ନାନପୁରଠାରେ ଆୟୋଜନ କରୁଥିବା ଗ୍ରାମୀଣ କଳା, ସଂସ୍କୃତି ଓ ପରମ୍ପରାଭିତ୍ତିକ ନାନପୁର ମହୋତ୍ସବରେ […]

Continue Reading