ବିରଳ ବଜ୍ରକାପ୍ତା ଉଦ୍ଧାର

ବିରଳ ବଜ୍ରକାପ୍ତା ଉଦ୍ଧାର

#ବିରଳ_ବଜ୍ରକାପ୍ତା_ଉଦ୍ଧାର    ଦିଗପହଣ୍ଡି     :  ଗଞ୍ଜାମ ଜିଲା କଂସାମାରୀ ଗାଁ ନିକଟସ୍ଥ ଏକ ପରିତ୍ୟକ୍ତ କୂଅରୁ ଏକ ବଜ୍ରକାପ୍ତା ଉଦ୍ଧାର କରିଛି ବନବିଭାଗ। ଚନ୍ଦ୍ରଗିରି ବନାଞ୍ଚଳର ପୁଡାମାରୀ ବନବିଭାଗ କର୍ତ୍ତୃପକ୍ଷ ଖବର ପାଇ କୌଶଳ କ୍ରମେ ଉଦ୍ଧାର କରିଥିଲେ। ଆଜି ପ୍ରାଣୀଧନ ନିରୀକ୍ଷକ ଏହାର ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ଲଖାରୀ ଅଭୟାରଣ୍ୟକୁ ଛାଡି ଦିଆଯାଇଥିବା ରେଞ୍ଜର କାଲୀ ଚରଣ ବେହେରା ସୂଚନା ଦେଇଛନ୍ତି। ଉଦ୍ଧୃତ ବଜ୍ରକାପ୍ତାର ଓଜନ ପ୍ରାୟ ୫କେଜି ୮ଶହ ଗ୍ରାମ ଏବଂ ୩ଫୁଟ ୩ଇଞ୍ଚ […]

Continue Reading