ଜମ୍ମୁ-କାଶ୍ମୀର , ହିମାଚଳ ପ୍ରଦେଶରୁ ବିମାନ ଯୋଗେ ଫେରିଲେ ୩୫୦ରୁ ଅଧିକ ପ୍ରବାସୀ

ଜମ୍ମୁ-କାଶ୍ମୀର , ହିମାଚଳ ପ୍ରଦେଶରୁ ବିମାନ ଯୋଗେ ଫେରିଲେ ୩୫୦ରୁ ଅଧିକ ପ୍ରବାସୀ

#ବିମାନ_ଯୋଗେ_ଫେରିଲେ_୩୫୦ରୁ_ଅଧିକ_ପ୍ରବାସୀ            ଭୁବନେଶ୍ୱର : ଜମ୍ମୁ-କାଶ୍ମୀର ଏବଂ ହିମାଚଳ ପ୍ରଦେଶରେ ଫସି ରହିଥିବା ୩୫୦ ରୁ ଅଧିକ ପ୍ରବାସୀ ଓଡିଆଙ୍କୁ ଏୟାର ଏସିଆର ୩ଟି ବିମାନ ଯୋଗେ ଭୁବନେଶ୍ୱରକୁ ଅଣାଯାଉଅଛି । ଏହି ବିମାନ ଗୁଡିକ ଭୁବନେଶ୍ୱରରେ ରବିବାର ୧୧.୩୦, ୦୨.୩୦ ଏବଂ ୩.୩୦ ମିନିଟ ସମୟରେ ଭୁବନେଶ୍ୱରରେ ପହଂଚିଛନ୍ତି । ଏହି ପ୍ରବାସୀ ଓଡିଆ ମାନେ ଜାମ୍ମୁ-କାଶ୍ମୀରର ଅନନ୍ତନାଗ, ରାଜୌରୀ, ପୁଞ୍ଛ, ଜାମ୍ମୁ ଏବଂ ସାମ୍ବା ଜିଲ୍ଲା ଏବଂ ହିମାଚଳ ପ୍ରଦେଶର କାଙ୍ଗ୍ରା ଏବଂ ଉନ୍ନା ଜିଲ୍ଲାରୁ […]

Continue Reading