ଓଡ଼ିଶାର ବିଭିନ୍ନ ସ୍ଥାନରେ ଶ୍ରୀଜୟଦେବ ଜୟନ୍ତୀ ପାଳିତ

ଓଡ଼ିଶାର ବିଭିନ୍ନ ସ୍ଥାନରେ ଶ୍ରୀଜୟଦେବ ଜୟନ୍ତୀ ପାଳିତ

#ବିଭିନ୍ନ_ସ୍ଥାନରେ_ଶ୍ରୀଜୟଦେବ_ଜୟନ୍ତୀ_ପାଳିତ                ଭୁବନେଶ୍ବର  : ରାଜ୍ୟ ସରକାରଙ୍କ କରୋନା ପ୍ରତିହତ ଆଇନ ଯୋଗୁ ଚଳିତବର୍ଷ ଶ୍ରୀଜୟଦେବ ଜୟନ୍ତୀ ଉତ୍ସବ ଓ ସଂକୀର୍ତ୍ତନ ଯାତ୍ରା ପାଳିତ ହୋଇପାରି ନଥିଲା । ମାତ୍ର ନିର୍ଦ୍ଦିଷ୍ଟ ସାମାଜିକ ଦୂରତା ରକ୍ଷା କରି ରାଜ୍ୟର ବହୁ ସ୍ଥାନରେ ଦେବପୀଠମାନଙ୍କରେ ଯଥାରିତି ପୂଜା ପାଳିତ ହୋଇଯାଇଛି । ବିଶେଷତଃ ଭୁବନେଶ୍ୱର ସନ୍ନିକଟସ୍ଥ କେନ୍ଦୁବିଲ୍ୱଠାରେ ଥିବା ପଦ୍ମାବତୀ ଓ ଶ୍ରୀକୃଷ୍ଣ ବାସୁଦେବଙ୍କ ମନ୍ଦିରରେ ପୂଜାର୍ଚ୍ଚନା ଯଥାବିଧି କରାଯାଇଛି । ଏହା ବ୍ୟତୀତ କୋଣାର୍କ, କାକଟପୁର ମା’ ମଙ୍ଗଳା, […]

Continue Reading