ବିବାହ ମଣ୍ଡପରୁ ଲୁଟ୍ କରିଥିବା ଲୁଟେରାକୁ ଗିରଫ କଲା ଚନ୍ଦ୍ରଶେଖରପୁର ପୋଲିସ

ବିବାହ ମଣ୍ଡପରୁ ଲୁଟ୍ କରିଥିବା ଲୁଟେରାକୁ ଗିରଫ କଲା ଚନ୍ଦ୍ରଶେଖରପୁର ପୋଲିସ

#ବିବାହ_ମଣ୍ଡପରୁ_ଲୁଟ୍କ_ରିଥିବା_ଲୁଟେରାକୁ_ଗିରଫ   ଭୁବନେଶ୍ବର : ଭୁବନେଶ୍ବର ଚନ୍ଦ୍ରଶେଖରପୁର ସ୍ଥିତ ବିବାହ ମଣ୍ଡପରୁ ଟଙ୍କା ଚୋରି କରିଥିବା ଦୁଇ ଲୁଟେରାଙ୍କ ମଧ୍ୟରୁ ଜଣେ ଧରାପଡିଛି । ଚନ୍ଦ୍ରଶେଖରପୁର ଥାନା ପୋଲିସ ସଂପୃକ୍ତ ଲୁଟେରାକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଭଦ୍ରକ ଜିଲ୍ଲାର ଗଣପତି ସାହୁ । ସେ କିଛି ଦିନ ହେଲା ଭୁବନେଶ୍ବରରେ ରହିଆସୁଥିବା ପୋଲିସ ସୂଚନା ଦେଇଛି । ଅନ୍ୟ ଜଣେ ଯୁବକ ଫେରାର ରହିଛି । ସେପଟେ ଖଣ୍ଡଗିରି ଥାନା ପୋଲିସ ଦ୍ବାରା […]

Continue Reading