ବିନା ଲକ୍ଷଣରେ ମଧ୍ୟ ଦେହରେ କରୋନା ଭୂତାଣୁ ରହିପାରୁଛି

ବିନା ଲକ୍ଷଣରେ ମଧ୍ୟ ଦେହରେ କରୋନା ଭୂତାଣୁ ରହିପାରୁଛି

#ବିନା_ଲକ୍ଷଣରେ_ମଧ୍ୟ_ଦେହରେ_କରୋନା_ଭୂତାଣୁ_ରହିପାରୁଛି           ଭୁବନେଶ୍ୱର   : ବିନା ଲକ୍ଷଣରେ ମଧ୍ୟ ଦେହରେ କରୋନା ଭୂତାଣୁ ରହିପାରୁଛି ବୋଲି ରାଜ୍ୟରେ କରୋନା ସ୍ଥିତି ସମ୍ପର୍କରେ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଶାଳିନୀ ପଣ୍ଡିତ ଶନିବାର ଜନସାଧାରଣଙ୍କୁ ସୂଚନା ପ୍ରଦାନ କରି  କହିଛନ୍ତି। ସେ କହିଛନ୍ତି, ଓଡ଼ିଶା ପାଇଁ ଶୁଭ ସୂଚନା ହେଉଛି, ୧୦ଜଣ କୋଭିଡ୍‌-୧୯ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଏଯାବତ୍‌ ମୋଟ ୧୨ଜଣ ସୁସ୍ଥ ହୋଇଛନ୍ତି। ୩୭ଟି ଆକ୍ଟିଭ କେସ୍‌ ରହିଛି, ଯେଉଁଥିରୁ ୨ଜଣଙ୍କୁ ଡାକ୍ତରୀ ଚିକିତ୍ସା ଆବଶ୍ୟକ। […]

Continue Reading