ବିଦ୍ୟୁତ ଠିକା ଶ୍ରମିକଙ୍କ ଦରମା କାଟ ନକରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ବିଦ୍ୟୁତ ଠିକା ଶ୍ରମିକଙ୍କ ଦରମା କାଟ ନକରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

’ବିଦ୍ୟୁତ_ଠିକ_ ଶ୍ରମିକଙ୍କଦରମା_କାଟ_ନକରିବାକୁ_ମୁଖ୍ୟମନ୍ତ୍ରୀଙ୍କୁ-ଦାବିପତ୍ର       କେନ୍ଦ୍ରାପଡ  : କେନ୍ଦ୍ରାପଡା ବିଦ୍ୟୁତ ଠିକା ଶ୍ରମିକ ସଂଘର କର୍ମକର୍ତା ମାନେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ସମର୍ଥ ବର୍ମାଙ୍କ ଜରିଆରେ ପ୍ରଦାନ କରିଥିବାର ଜଣା ପଡିଛି । ଦାବି ମୁତାବକ କେନ୍ଦ୍ରାପଡା ଏନଜେନ ଗ୍ଲୋବାଲ ସଲ୍ୟୁସନ ପ୍ରାଇଭେଟ କମ୍ପାନୀରେ ଦୀର୍ଘ ୮ ବର୍ଷ ହେବ କାମ କରୁଥିବା ଠିକା ଶ୍ରମିକ ମାନଙ୍କର ମାର୍ଚ୍ଚ ୨୨ ତାରିଖରୁ ମିଟର ରିଡିଙ୍ଗ ଓ ବିଲ କଲେକସନ ବନ୍ଦ କରାଯାଇଛି । ଏହା ସହ ମାର୍ଚ୍ଚ […]

Continue Reading