ବିଦେଶ ଫେରନ୍ତା ୫୪୪ ଙ୍କ କ୍ୱାରେଣ୍ଟାଇନ ଅବଧି ସରିଲା

ବିଦେଶ ଫେରନ୍ତା ୫୪୪ ଙ୍କ କ୍ୱାରେଣ୍ଟାଇନ ଅବଧି ସରିଲା

#ବିଦେଶ_ଫେରନ୍ତା_୫୪୪ଙ୍କ_କ୍ୱାରେଣ୍ଟାଇନ_ଅବଧି_ସରିଲା           କେନ୍ଦ୍ରାପଡା   :  କେନ୍ଦ୍ରାପଡା ଜିଲ୍ଲାକୁ ବିଦେଶରୁ ଫେରିଥିବା ୫୪୪ ଜଣଙ୍କର କ୍ୱାରେଣ୍ଟାଇନ ଅବଧି ସରି ଯାଇଥିବା ଜଣା ପଡିଛି । ଏମାନଙ୍କ ମଧ୍ୟରୁ ମାତ୍ର ଜଣଙ୍କର ପଜେଟିଭ ବାହାରି ଥିବାରୁ ସେ ଭୁବନେଶ୍ୱର ସ୍ଥିତ ଅଶ୍ୱନି ହସପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି । ଜିଲ୍ଲାର ୫୪୫ ଜଣ ବାସିନ୍ଦା ବିଦେଶରେ ରହି କାର୍ଯ୍ୟ କରୁଥିବା ବେଳେ କରୋନା ସଂକ୍ରମଣ ବ୍ୟାପିବା ଅଶଙ୍କାରେ ଗ୍ରାମକୁ ଫେରି ଅସିଥିଲେ । ପ୍ରଶାସନ ପକ୍ଷରୁ ସେମାନଙ୍କୁ ଠାବ କରାଯାଇ […]

Continue Reading