ବିଜେପି ପକ୍ଷରୁ ଅସହାୟଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ

ବିଜେପି ପକ୍ଷରୁ ଅସହାୟଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ

#ବିଜେପି_ପକ୍ଷରୁ_ଅସହାୟଙ୍କୁ_ଶୁଖିଲା_ଖାଦ୍ୟ_ପ୍ରଦାନ             ବ୍ରହ୍ମପୁର  :  ସାରା ଦେଶରେ କରୋନା ମହାମାରୀ ବିପର୍ଯ୍ୟୟ ସମୟରେ ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ତରଫରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ସରକାରୀ ସହାୟତାରୁ ବଞ୍ଚିତ ପରିବାର ଏବଂ ଅସହାୟ ଓ ଦିନହୀନ ବ୍ୟକ୍ତିଙ୍କୁ ଶୁଖିଲା ରାସନ ସାମଗ୍ରୀ ସହ ମାସ୍କ ବଣ୍ଟନ କରାଯାଉଛି । ଏହି ଘଡ଼ିସନ୍ଧି ମୁହୁର୍ତ୍ତରେ ବହୁ ପରିବାର ଆର୍ଥିକ ଅନଟନ ଦେଇ ଗତି କରୁଥିବା ବେଳେ ଭାରତୀୟ ଜନତା ପାର୍ଟି ତରଫରୁ ପ୍ରତିଦିନ ସହାୟତା ପ୍ରଦାନର କାର୍ଯ୍ୟକ୍ରମ ଚାଲୁ […]

Continue Reading