ବିଜେଡି ପକ୍ଷରୁ ଜୀବନ ବିନ୍ଦୁ ରକ୍ତ ଦାନ ଶିବିର

ବିଜେଡି ପକ୍ଷରୁ ଜୀବନ ବିନ୍ଦୁ ରକ୍ତ ଦାନ ଶିବିର

#ବିଜେଡି_ପକ୍ଷରୁ_ଜୀବନ_ବିନ୍ଦୁ_ରକ୍ତ_ଦାନ_ଶିବିର           କେନ୍ଦ୍ରାପଡା  :  କେନ୍ଦ୍ରାପଡା ବିଜୁ ଜନତା ଦଳ ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ରକ୍ତଦାନ ଶିବିର ରବିବାର ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିର ରେ ମୋଟ ୨୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଜିଲ୍ଲା ରକ୍ତ ଭଣ୍ଡାର ର ଡାକ୍ତର ଓ ସହାୟକ ମାନଙ୍କ ସହଯୋଗ ରେ ଏହି ରକ୍ତ ସଂଗ୍ରହ କରାଯାଇଥିଲା । ବିଜେଡି ଜିଲ୍ଲା ସଭାପତି ପୂର୍ବତନ ବିଧାୟକ ଉତ୍କଳ […]

Continue Reading