ବିଜୁବାବୁଙ୍କ ସାହସିକତାର ସ୍ମୃତି ଚାରଣ କଲେ ପ୍ରଧାନମନ୍ତ୍ରୀ

ବିଜୁବାବୁଙ୍କ ସାହସିକତାର ସ୍ମୃତି ଚାରଣ କଲେ ପ୍ରଧାନମନ୍ତ୍ରୀ

#ବିଜୁବାବୁଙ୍କ_ସାହସିକତାର_ସ୍ମୃତି_ଚାରଣ_କଲେ_ପ୍ରଧାନମନ୍ତ୍ରୀ   ଭୁବନେଶ୍ୱର : ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଉପଲକ୍ଷେ ତାଙ୍କୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏକ ଟ୍ଵିଟ କରି ମୋଦୀ ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି  ଅର୍ପଣ କରିବା ସହ ଓଡ଼ିଶା ଓ ଭାରତର ବିକାଶ ଲାଗି ସେ ନିରବଚ୍ଛିନ୍ନ ଉଦ୍ୟମ କରିଥିଲେ ବୋଲି ଉଲ୍ଲେଖ କରିଛନ୍ତି । ନିଜର ଏହି ଟ୍ଵିଟରେ ସେ ବିଜୁବାବୁଙ୍କ ଅସାଧାରଣ ସାହସର ସ୍ମୃତିଚାରଣ କରିବା ସହ ୧୯୪୫ରେ ତତକାଳୀନ ବ୍ରିଟିଶ ସରକାରଙ୍କ ଅଧିନସ୍ଥ ଗୁଇନ୍ଦା ବ୍ୟୁରୋର […]

Continue Reading