ବାହାର ରାଜ୍ୟରୁ ଓଡ଼ିଆଙ୍କୁ ଆଣିବେ ୧୦ ବରିଷ୍ଠ ଆଇଏଏସ

ବାହାର ରାଜ୍ୟରୁ ଓଡ଼ିଆଙ୍କୁ ଆଣିବେ ୧୦ ବରିଷ୍ଠ ଆଇଏଏସ

#ବାହାର_ରାଜ୍ୟରୁ_ଓଡ଼ିଆଙ୍କୁ-ଆଣିବେ_୧୦-ବରିଷ୍ଠ_ଆଇଏଏସ             ଭୁବନେଶ୍ୱର: ରାଜ୍ୟ ସରକାର ବାହାରେ ଫସିଥିବା ଓଡ଼ିଆମାନଙ୍କୁ ଆଣିବା ପାଇଁ ୧୦ ଜଣ ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ ଦାୟିତ୍ୱ ଦେଇଛନ୍ତି । କେରଳ ପାଇଁ ଏମ ମୁଥୁକୁମାର, ଦିଲ୍ଲୀ ଏନସିଆର ପାଇଁ ସଂଜୀବ ମିଶ୍ର, ବିହାର ଓ ଝାଡ଼ଖଣ୍ଡ ଦାୟିତ୍ୱରେ ମହମଦ ସିଦ୍ଦିକ ଆଲାମ, ମହାରାଷ୍ଟ୍ର ପାଇଁ ରାଜେଶ ପି ପାଟିଲ, ତାମିଲନାଡୁ ପାଇଁ ଚିତ୍ରା ଅରୁମୁଗମ, ପଶ୍ଚିମବଙ୍ଗ ପାଇଁ ଭାସ୍କର ଜ୍ୟୋତି ଶର୍ମା, ଗୁଜୁରାଟ ପାଇଁ ନୀତିନ ଜାୱାଲେ, ତେଲେଙ୍ଗାନା ପାଇଁ ୱାଇ ବିଜୟ, […]

Continue Reading