ବାହାରିଲା କରୋନା ଓୌଷଧ ବଟିକା ମୂଲ୍ୟ ୧୦୩

ବାହାରିଲା କରୋନା ଓୌଷଧ ବଟିକା ମୂଲ୍ୟ ୧୦୩

#ବାହାରିଲା_କରୋନା_ଓୌଷଧ_ବଟିକା_ମୂଲ୍ୟ_୧୦୩         ନୂଆଦିଲ୍ଲୀ : ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ୍ସ  କରୋନା ଭୂତାଣୁ ଚିକିତ୍ସା ପାଇଁ ଏକ ଔଷଧ ପ୍ରସ୍ତୁତ କରିଛି। ଶନିବାର ଗ୍ଲେନମାର୍କ କମ୍ପାନୀ  ଏ ସଂପର୍କରେ ସୂଚନା ଦେଇଛି। ଗ୍ଲେନମାର୍କ କହିଛି ଯେ ଫାବିଫ୍ଲୁ ବ୍ରାଣ୍ଡ ନାମରେ ଆଣ୍ଟି ଭାଇରାଲ୍ ଔଷଧ ଫାଭିପିରାଭିର  କମ୍ପାନୀ ପ୍ରସ୍ତୁତ କରିଛି।  କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଡ୍ରଗ୍ କଣ୍ଟ୍ରୋଲର ଜେନେରାଲ୍ ଅଫ୍ ଇଣ୍ଡିଆ (ଡିଜିସି) ଏହି ଔଷଧ ଉତ୍ପାଦନ ତଥା ବଜାରକୁ ଆଣିବା ପାଇଁ ଅନୁମୋଦନ ଦେଇଛି । କମ୍ପାନୀ କହିଛି […]

Continue Reading